Iswar bhoi
4 years 5 months ago
ମାନନୀୟ ଅର୍ଥ ମନ୍ତ୍ରୀ, ଭାରତ ସରକାର
ସାଧାରଣ ଲୋକଙ୍କୁ ଯେପରି ମୌଳିକ ସୁବିଧା ମିଳି ପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।
ସ୍ୱାସ୍ଥ୍ୟ, ପାଠ ପଢା, ଗମନାଗମନ ରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।
Like
(1)
Dislike
(0)
Reply
Report Spam
