DebasisPanda
1 year 9 months ago
News ରେ ସବୁବେଳେ ବାହାରୁଛି କି ଜଙ୍ଗଲ ନଷ୍ଟ ହେଉଛି.. ଆମ ପ୍ରାକୃତିକ ସମ୍ପଦ କୁ ସରକାର ଆଉ କମ୍ପାନୀ ମାନଙ୍କ project ଯୋଗୁଁ ନଷ୍ଟ ହୋଇ ଚାଲିଛି..
Modi Sarkar ଙ୍କୁ ମୋର ହାତ ଯୋଡ଼ି ଅନୁରୋଧ.. ଆପଣ ଯାହା ବି development କରନ୍ତୁ କିନ୍ତୁ ପ୍ରାକୃତିକ ସମ୍ପଦ କେବେ ନଷ୍ଟ ନ ହେଉ ଦୟାକରି ଧ୍ୟାନ ଦିଅନ୍ତୁ..
ମୋ suggestion ଏୟା କି ଯେକୌଣସି କମ୍ପାନୀ ଆଉ govt project ଯୋଗୁଁ ଦେଶର ଗଛ ସବୁ କଟା ଯାଇଛି.. ସେଇ କମ୍ପାନୀ ଉପରେ ଆଉ ସେଇ ସବୁ ଜାଗା ଉପରେ ଯଥା ସମ୍ଭବ ବୃକ୍ଷ ରୋପଣ ପାଇଁ govt ର compulsory order ଯାଉ.. ସେଇସବୁ ଜାଗା ଉପରେ ଦରକାର ପଡ଼ିଲେ floor roof ଛାତ କରି ଗୁଳ୍ମ ଗଛ କିମ୍ବା ଛୋଟ ମେଡିସିନ ଗଛ ତୁଳସୀ ଭଳି ଲଗାଯାଉ l କିନ୍ତୁ ଦୟାକରି ସେହି ଜାଗାକୁ ଛାଡ଼ି ନୂଆ ଜାଗାରେ ବୃକ୍ଷ ରୋପଣ ପାଇଁ commitment ସ୍ବୀକାର କରିବେ ନାହିଁ.. ନୂଆ ଜାଗା ରେ ଆମେ ଦେଶ ବାସି ବୃକ୍ଷ ଲଗେଇବୁ..
ଏମିତି ନିୟମ ହେଉ କି ଆଜିଠୁ ନୂଆ ଜମି ଜିଏବି ନେବେ ତାଙ୍କୁ ସେଇ ଜମି ଉପରେ ଖାଲି ଜାଗା ଉପରେ ଆଉ ଛାତ କରି ତା ଉପରେ ଗଛ ଲଗାଇବାକୁ compulsory order ଯାଉ.. ଜୟ ଜଗନ୍ନାଥ
Like
(3)
Dislike
(0)
Reply
Report Spam